ପ୍ରେମିକା ମାନେ ଭୋକ ପେଟରେ ଫ୍ରିଜ୍ ବା ରୋଷେଇ ଘରର ସବୁ ଖାଇଦେଇଥାନ୍ତି ବୋଲି କେତେକ ଲୋକେ ବେଳେ ବେଳେ ଥଟ୍ଟା ପରିହାସରେ କହିଦେଇଥାନ୍ତି । ଏହି କଥାକୁ ଧ୍ୟାନରେ ରଖି ଗୋଟିଏ ଏକ ମେନୁ ପ୍ରସ୍ତୁତ କରିଛି, ଯାହାକି ସ୍ପୋଶଲ ପ୍ରେମିକାମାନଙ୍କ ପାଇଁ ରହିଛି । ମେନୁରେ ଏହାର ନାମ ରହିଛି ‘my-girlfriend-is-not-hungry’ ।
ଲୋକଙ୍କ ଧ୍ୟାନକୁ କେନ୍ଦୁଭୂତ କରିବା ପାଇଁ ଫିଲାଡେଲଫିଆର ଏକ ରେଷ୍ଟୁରାଷ୍ଟ ମେନୁରେ 'my-girlfriend-is-not-hungry' ର ଅପଶନ୍ ରଖିଛି । ଏହି ମେନୁ ଶୁଣିବା ପାଇଁ ଆର୍ଶର୍ଯ୍ୟ ଲାଗୁଥିଲେ ବି ଖୁବ୍ ସ୍ୱାଦ ଯୁକ୍ତ । ମାଇଁ ଅପଶନର ଖାଦ୍ୟ ଚାଖିବା ପାଇଁ ସେଠାରେ ସବୁଦିନ ଲୋକଙ୍କ ଭିଡ ଲାଗିରହୁଛି । ଯଦି ଆପଣ ନିଜ ପ୍ରେମିକା ସହ ସେହି ରେଷ୍ଟୁରାଷ୍ଟକୁ ଯାଇଛ, ତେବେ ଆପଣଙ୍କୁ ରେଷ୍ଟୁରାଷ୍ଟ ତରଫରୁ ଅଧିକ ଖାଦ୍ୟ ମିଳିବ । 'my-girlfriend-is-not-hungry' ମେନୁ ପାଇଁ ଆପଣଙ୍କୁ ବେଶି ଖର୍ଚ୍ଚ କରିବାକୁ ମଧ୍ୟ ପଡିବ ନାହିଁ । କେବଳ ୩୦୦ ଟଙ୍କାରୁ ବି କମ୍ ଟଙ୍କାରେ ଆପଣଙ୍କୁ ଏହି ମେନୁ ମିଳିଯିବ ।
ଏହି ରେଷ୍ଟୁରାଷ୍ଟରେ ପ୍ରେମିକାଙ୍କୁ ମିଳେ ସ୍ପେଶାଲ ଅଫର୍
Reviewed by Sushreejyoti Routray
on
July 07, 2019
Rating:
No comments: