ଆଇସିସି କ୍ରିକେଟ ବିଶ୍ୱକପରୁ ପାକିସ୍ତାନ ବିଦା ହେବ ପରେ ଦିନିକିଆ କ୍ରିକେଟରୁ ସନ୍ୟାସ ନେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ଟ୍ୱିଟ୍ ଜରିଆରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ସୋଏବ୍ । ସାଥି ଖେଳାଳୀ, କୋଚ ଓ ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛି ।
ସେହିପରି ଆନ୍ତର୍ଜାତିୟ କ୍ରିକେଟରୁ ଅବସର ଘୋଷଣା କଲେ ଇମ୍ରାନ ତାହିର । ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ଆଜି ନିଜର ଶେଷ ମ୍ୟାଚ୍ ଖେଳିବେ । ତେବେ ଇମ୍ରାନଙ୍କ ଏହା ହେଉଛି ୧୦୭ତମ ମ୍ୟାଚ୍ ।
କ୍ରିକେଟକୁ ବାଏ ବାଏ କହିଲେ ସୋଏବ ଓ ଇମ୍ରାନ
Reviewed by Sushreejyoti Routray
on
July 06, 2019
Rating:
Reviewed by Sushreejyoti Routray
on
July 06, 2019
Rating:





No comments: