ଗୀତରେ କୁଲ୍ ଲୁକରେ ବାହୁବଳୀ ଷ୍ଟାର ପ୍ରଭାସ ଓ ବୋଲ୍ଡ ଲୁକରେ ଶ୍ରଦ୍ଧା ନଜର ଆସିଛନ୍ତି।‘ସାଇକୋ ସୈୟା’ ଗୀତର ଟିଜର ଅଧିକ ଲୋକପ୍ରିୟତା ହାସଲ କରିବା ସହ ଦୁଇଜଣଙ୍କ କେମେଷ୍ଟ୍ରି ଲୋକଙ୍କ ମଧ୍ୟକୁ ବେଶ ଛୁଇଁଛି । ଗୀତଟି ଅଲଗା ଅଲଗା ଭାଷାରେ ରିଲିଜ କରାଯାଇଛି, ଯେଉଁଥିରେ ହିନ୍ଦୀ ଓ ତେଲେଗୁ ଭାଷା ମଧ୍ୟ ସାମିଲ ରହିଛି । ଗୀତର ଟିଜରଟିକୁ ପ୍ରଭାସ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୀତ ‘ସାହୋ’ ସିନେମାଟି ୧୫ ଅଗଷ୍ଟରେ ବଡ ପରଦାରେ ମୁକ୍ତି ଲାଭ କରିବ ।
internet ରେ ଧମାଲ କଲା ସାହୋର ପ୍ରଥମ ଗୀତର ଟିଜର
Reviewed by Sushreejyoti Routray
on
July 06, 2019
Rating:
Reviewed by Sushreejyoti Routray
on
July 06, 2019
Rating:





No comments: