ଭୁବନେଶ୍ୱର : ଚଳିତ ସ୍ୱାଧୀନତା ଦିବସ ପାଇଁ ଚଳଚଞ୍ଚଳ ହୋଇପଡିଛି ସାରା ଦେଶ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯିବ । ଏନେଇ ରାଜ୍ୟରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ଜାଣି ରଖନ୍ତୁ..
କଟକ- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଅନୁଗୁଳ- ବିକ୍ରମ କେଶରୀ ଆରୁଖ
ପୁରୀ- ପ୍ରଫୁଲ ମଲ୍ଲିକ
କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଳାହାଣ୍ଡି- ପଦ୍ମନାଭ ବେହେରା
ମୟୁରଭଞ୍ଜ- ପ୍ରତାପ ଜେନା
ଢ଼େଙ୍କାନାଳ- ଅରୁଣ ସାହୁ
ସୁନ୍ଦରଗଡ଼- ସୁଦାମ ମାରାଣ୍ଡି
କନ୍ଧମାଳ- ସୁଶାନ୍ତ ସିଂହ
ବଲାଙ୍ଗୀର- ନବକିଶୋର ଦାଶ
ନୟାଗଡ଼- ଟୁକୁନୀ ସାହୁ
କେନ୍ଦୁଝର-ଜଗନ୍ନାଥ ସାରକା
ସମ୍ବଲପୁର-ଦିବ୍ୟଶଙ୍କର ମିଶ୍ର
ବାଲେଶ୍ୱର-ଅଶୋକ ପଣ୍ଡା
ଯାଜପୁର-ସମୀର ରଞ୍ଜନ ଦାଶ
ନବରଙ୍ଗପୁର-ଜ୍ୟୋତିପ୍ରକାଶ ପାଣିଗ୍ରାହୀ
କୋରାପୁଟ- ପ୍ରେମାନନ୍ଦ ନାୟକ
ମାଲକାନଗିରି-ରଘୁନନ୍ଦନ ଦାସ
ରାୟଗଡ଼ା-ପଦ୍ମିନୀ ଦିଆନ
ଗଜପତି-ତୁଷାରକାନ୍ତି ବେହେରା
ଭଦ୍ରକ- ରାଜସ୍ୱ ପରିଷଦ ସଭ୍ୟ
ଖୋର୍ଦ୍ଧା, ବ୍ରହ୍ମପୁର ଓ ରାଉରକେଲା- ରାଜସ୍ୱ କମିସନର
ଏବଂ ସେହିପରି ୮ଟି ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ ।
ଅନୁଗୁଳ- ବିକ୍ରମ କେଶରୀ ଆରୁଖ
ପୁରୀ- ପ୍ରଫୁଲ ମଲ୍ଲିକ
କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଳାହାଣ୍ଡି- ପଦ୍ମନାଭ ବେହେରା
ମୟୁରଭଞ୍ଜ- ପ୍ରତାପ ଜେନା
ଢ଼େଙ୍କାନାଳ- ଅରୁଣ ସାହୁ
ସୁନ୍ଦରଗଡ଼- ସୁଦାମ ମାରାଣ୍ଡି
କନ୍ଧମାଳ- ସୁଶାନ୍ତ ସିଂହ
ବଲାଙ୍ଗୀର- ନବକିଶୋର ଦାଶ
ନୟାଗଡ଼- ଟୁକୁନୀ ସାହୁ
କେନ୍ଦୁଝର-ଜଗନ୍ନାଥ ସାରକା
ସମ୍ବଲପୁର-ଦିବ୍ୟଶଙ୍କର ମିଶ୍ର
ବାଲେଶ୍ୱର-ଅଶୋକ ପଣ୍ଡା
ଯାଜପୁର-ସମୀର ରଞ୍ଜନ ଦାଶ
ନବରଙ୍ଗପୁର-ଜ୍ୟୋତିପ୍ରକାଶ ପାଣିଗ୍ରାହୀ
କୋରାପୁଟ- ପ୍ରେମାନନ୍ଦ ନାୟକ
ମାଲକାନଗିରି-ରଘୁନନ୍ଦନ ଦାସ
ରାୟଗଡ଼ା-ପଦ୍ମିନୀ ଦିଆନ
ଗଜପତି-ତୁଷାରକାନ୍ତି ବେହେରା
ଭଦ୍ରକ- ରାଜସ୍ୱ ପରିଷଦ ସଭ୍ୟ
ଖୋର୍ଦ୍ଧା, ବ୍ରହ୍ମପୁର ଓ ରାଉରକେଲା- ରାଜସ୍ୱ କମିସନର
ଏବଂ ସେହିପରି ୮ଟି ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ ।
କିଏ, କେଉଁଠି କରିବେ ପତାକା ଉତ୍ତୋଳନ ? ଜାଣନ୍ତୁ
Reviewed by Sushreejyoti Routray
on
August 09, 2019
Rating:
Reviewed by Sushreejyoti Routray
on
August 09, 2019
Rating:





No comments: