ମହିଳା ଓ ପୁରୁଷଙ୍କୁ ସପ୍ତାହରେ କେତେ ପ୍ୟାଗ୍ ପିଇବା ଦରକାର ?


ଯଦି ଆପଣଙ୍କୁ ଲାଗୁଛି କି, କମ୍ ମାତ୍ରାରେ ମଦ ପିଇବା ଶରୀର ପାଇଁ ବେଶି ହାନିକାରକ ନୁହେଁ, ତେବେ ଏବିଷୟରେ ଆପଣ ନିଜର ମତାମତକୁ ବଦଳାଇ ଦିଅନ୍ତୁ । କାରଣ ରିପୋର୍ଟରୁ ଜଣାପଡିଛି କି, ମଦ ଛାଡିବା ଦ୍ୱାରା ଲୋକଙ୍କର ମାନସିକ ରୋଗରେ ସୁଧାର ଆସିଥାଏ ।  ବିଶେଷ କରି ମହିଳାମାନଙ୍କ ପାଇଁ ଏହା ବିଶେଷ ଉପଯୋଗୀ ହୋଇଥାଏ । ଏନେଇ ପୁରୁଷମାନଙ୍କୁ ଗୋଟିଏ ସପ୍ତାହରେ ସର୍ବନିମ୍ନ ୧୪ ପ୍ୟାଗ୍ ଥିବା ବେଳେ ମହିଳାମାନଙ୍କୁ ସର୍ବନିମ୍ନ ୭ ପ୍ୟାଗ୍ ପିଇବା ପାଇଁ ନିର୍ଦ୍ଧାରିତ ହୋଇଛି ।



ରିପୋର୍ଟରୁ ଖୁଲାସା ହୋଇଛି କି, ଯେଉଁ ମହିଳା ଓ ପୁରୁଷମାନେ ସାରା ଜୀବନ ମଦଠାରୁ ଦୂରେଇ ରହିଥାନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥା ବହୁତ ଭଲ ରହିଥାଏ । ଚୀନ୍ ଓ ଆମେରିକାବାସୀଙ୍କ ଉପରେ ଗବେଷଣା କରିବା ପରେ ଏହା ଜଣାପଡିଛି । ବୈଜ୍ଞାନିକଙ୍କ କହିବାନୁସାରେ, ଏହି ଗବେଷଣା ଭାରତୀୟ ନାଗରିକଙ୍କ ଉପରେ ବି ହୋଇପାରେ ।  
ମହିଳା ଓ ପୁରୁଷଙ୍କୁ ସପ୍ତାହରେ କେତେ ପ୍ୟାଗ୍ ପିଇବା ଦରକାର ? ମହିଳା ଓ ପୁରୁଷଙ୍କୁ ସପ୍ତାହରେ କେତେ ପ୍ୟାଗ୍ ପିଇବା ଦରକାର ? Reviewed by Sushreejyoti Routray on September 11, 2019 Rating: 5

No comments:

Powered by Blogger.