ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ୍ ପରୀକ୍ଷା । ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ହେବ ଘୋଷଣା ହେବ ତାରିଖ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଉଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରେ । ଗତବର୍ଷ ବିବାଦୀୟ ପରୀକ୍ଷା ସେଣ୍ଟରକୁ ନେଇ ସମୀକ୍ଷା କରାଯିବ । ଆବଶ୍ୟକ ପଡିଲେ ସେଣ୍ଟରକୁ ବାଦ୍ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ ।’
ଫେବୃୟାରୀରେ ହେବ ମାଟ୍ରିକ୍ ପରୀକ୍ଷା !
Reviewed by Sushreejyoti Routray
on
December 17, 2019
Rating:
![ଫେବୃୟାରୀରେ ହେବ ମାଟ୍ରିକ୍ ପରୀକ୍ଷା !](https://blogger.googleusercontent.com/img/b/R29vZ2xl/AVvXsEj0FSI-AE238Z8ftwR4xf9jR557DMHA-CzmAaJ6bBJfqug_aa2Ce5lMYCbkRPJmJ7pnGzP6Kh8Wqs5ZEjmLf-wYi2vrD6glt0jP9OrQuzsHw4Zi81i1HM9HJu0-0-IwRA6VIfqSVdMaFBPq/s72-c/matric1.jpg)
No comments: