ଆଇସିସି ବିଶ୍ୱକପ୍ କ୍ରିକେଟର ପ୍ରଥମ ସେମିଫାଇନାଲ ମୁକାବିଲା ଆଜିଠାରୁ ଆରମ୍ଭ । ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ବିରାଟ ବାହିନୀ । ମାଞ୍ଚେଷ୍ଟରରେ ଆଜି ଅପରାହ୍ନର ୩ଟାରେ ଖେଳାଯିବ ଏହି ମ୍ୟାଚ୍ । ଫାଇନାଲରେ ପହଞ୍ଚିବା ପାଇଁ ଆଜି ବିଜୟର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ନ୍ୟୁଜଲାଣ୍ଡକୁ ହରାଇ ଭାରତ ବାଜି ମାରିନେଲେ ସିଧାସଳଖ ଫାଇନାଲରେ ପହଞ୍ଚିଯିବ ବିରାଟ ବାହିନୀ ।
ପ୍ରଥମ ସେମିଫାଇନାଲରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲଢେଇ
Reviewed by Sushreejyoti Routray
on
July 09, 2019
Rating:
Reviewed by Sushreejyoti Routray
on
July 09, 2019
Rating:





No comments: