ମାଞ୍ଚେଷ୍ଟର:ଭାରତ-ନ୍ୟୁଜଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହେବାରୁ ଆଜି ଅଧାରେ ରହିଲା ମ୍ୟାଚ୍ । ଆସନ୍ତା କାଲି ଏହି ଭାରତ-ନ୍ୟୁଜଲାଣ୍ଡ ମଧ୍ୟରେ ପୁଣି ଲଢେଇ ଲାଗିବ । ୪୬.୧ ଓଭରରେ ୫ ୱିକେଟ ହରାଇ ୨୧୧ ରନ କରିଥିଲା ନ୍ୟୁଜଲାଣ୍ଡ । କାଲି ପୁଣି ୪୬.୧ ଓଭରରୁ ମ୍ୟାଚ ଆରମ୍ଭ କରିବା ନ୍ୟୁଜଲାଣ୍ଡ ।
No comments: