ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିକେ ଶର୍ମା



ଭୁୁବନେଶ୍ୱର: ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ କୁମାର ଶର୍ମା । ତେବେ ବିକେ ଶର୍ମା ହେଉଛନ୍ତି ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । 


ତେବେ ପୋଲିସ ଡିଜି ପଦରୁ ଆର.ପି.ଶର୍ମା ଅବସର ନେବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିକେ ଶର୍ମା ।  ଏହା ସହ ଆଜି ଅପରାହ୍ନ ୩ଟାରେ ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟରେ ଯୋଗ ଦେବେ ଆର.ପି.ଶର୍ମା । 

ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିକେ ଶର୍ମା ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିକେ ଶର୍ମା Reviewed by Sushreejyoti Routray on August 08, 2019 Rating: 5

No comments:

Powered by Blogger.