ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ରବୀନ୍ଦ୍ର ଜଡେଜା ଓ ମହିଳା କ୍ରିକେଟର ପୂନମ ଯାଦବଙ୍କୁ ଏହି ବର୍ଷ ଅର୍ଜ୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ବର୍ଷ ଅର୍ଜ୍ଜୁନ ପୁରସ୍କାର ପାଇଁ ୧୯ ଖିଲାଡୀଙ୍କୁ ଚୟନ କରାଯାଇଛି ବୋଲି ଖବର ମିଳିଛି । ତେବେ ବିସିଆଇ ଚଳିତବର୍ଷ ଅର୍ଜ୍ଜୁନ ପୁରସ୍କାର ପାଇଁ ୪ ଜଣ କ୍ରିକେଟରଙ୍କ ନାମ ପଠାଇଥିଲେ, ଯେଉଁଥିରେ ରବୀନ୍ଦ୍ର ଜଡେଜା, ମୋହମ୍ମଦ ସାମୀ, ଜୟପୀତି ବୁମରାହ ଓ ପୂନମ ଯାଦବଙ୍କ ନାମ ସାମିଲ ରହିଥିଲା ।
ଅନ୍ୟପଟେ ପୈରା-ଏଥଲୀଟ ଦୀପା ମଲିକ ଓ ରେସଲର ବଜରଙ୍ଗ ପୂନିୟାଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଖେଳ ରତ୍ନ ଆୱାର୍ଡ ମିଳିବ ।
କ୍ରିକେଟର ରବୀନ୍ଦ୍ର ଜଡେଜା, ପୂନମ ଯାଦବ ସମତେ ୧୯ ଖିଲାଡୀଙ୍କୁ ମିଳିବ ଅର୍ଜୁନ ସମ୍ମାନ
Reviewed by Sushreejyoti Routray
on
August 17, 2019
Rating:
Reviewed by Sushreejyoti Routray
on
August 17, 2019
Rating:






No comments: