ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ! ସେୱାଗ-ଦ୍ରାବିଡଙ୍କୁ ବି ଟପି ହାସଲ କଲେ ଶତକ


ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ଓପନର୍ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ଯୋଡି ୧୧ ବର୍ଷ ପୂର୍ବର ଦ୍ରାବିଡ-ସେୱାଗଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି । ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ରୋହିତ-ମୟଙ୍କଙ୍କ ଯୋଡି ୩୧୭ ରନ୍ କରି ପୂର୍ବର ବହୁ ରେକର୍ଡ ଧ୍ୱଂସ କରିଛନ୍ତି ।

ଏହି ଅବସରରେ ମୟଙ୍କର କ୍ୟାରିୟରରେ ପ୍ରଥମ ଶତକ ଯୋଡାଯାଇଥିବା ବେଳେ ରୋହିତ ୧୭୬ ରନରେ ଆଉଟ୍ ହୋଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖୋଳାଯାଇଥିବା ମ୍ୟାଚରେ ଶତକ ଆଣି ରୋହିତ ଓ ମୟଙ୍କ ଦୁନିଆର ପ୍ରଥମ ଓପନର ଯୋଡି ଭାବେ ଗଣାହୋଇଛନ୍ତି ।  
ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ! ସେୱାଗ-ଦ୍ରାବିଡଙ୍କୁ ବି ଟପି ହାସଲ କଲେ ଶତକ ରେକର୍ଡ ଭାଙ୍ଗିଲେ ରୋହିତ-ମୟଙ୍କ! ସେୱାଗ-ଦ୍ରାବିଡଙ୍କୁ ବି ଟପି ହାସଲ କଲେ ଶତକ Reviewed by Sushreejyoti Routray on October 03, 2019 Rating: 5

No comments:

Powered by Blogger.