ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଆସୁଥିବା ରାଜନୈତିକ ନାଟକ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଖବର ମୁତାବକ, ଏନସିପି ମୁଖ୍ୟ ଶରଦ ପାୱାର ୨୦୨୨ରେ ଦେଶର ରାଷ୍ଟ୍ରପତି ହୋଇପାରନ୍ତି । ଏପରି ଦାବି କରିଛନ୍ତି ସଂଘର ବଡ ବିଚାରକମାନେ ।ଏହାକୁ ନେଇ ରାଜନୀତିରେ ଝଡ ସୃଷ୍ଟି ହୋଇପାରେ ।
ସଂଘ ବିଚାରକ ଦିଲୀପ ଦେବଧର ମହାରାଷ୍ଟ୍ର ରାଜନୀତିକୁ ଦେଖି ଭବିଷ୍ୟତବାଣୀ କରିଛନ୍ତି ଯେ, ରାଜ୍ୟରେ ଶନିବାରକୁ ସରକାର ଗଢିଥିବା ବିଜେପିକୁ ମୌନ ସମ୍ମତି ଦେଇଛନ୍ତି ଶରଦ । କାହିଁକି ନା,୨୦୨୨ରେ ବିଜେପି ଶରଦ ପାୱାରକୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ।
ଅନ୍ୟପଟେ ଶରଦଙ୍କ ଝିଅ ସୁପ୍ରିୟା ସୂଲେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି ଦିଲୀପ କହିଛନ୍ତି ।
୨୦୨୨ରେ ଶରଦ ପାୱାର ହୋଇପାରନ୍ତି ରାଷ୍ଟ୍ରପତି!
Reviewed by Sushreejyoti Routray
on
November 25, 2019
Rating:
Reviewed by Sushreejyoti Routray
on
November 25, 2019
Rating:






No comments: